“Pakistan Murdabad” Slogan Echoed In Rourkela After Kulbhusan Yadav’s Execution Order!

1 min


ଭାରତର ପୂର୍ବତନ ନୌସେନା ଅଧିକାରୀ ଶ୍ରୀଯୁକ୍ତ କୁଲଭୁଷଣ ଯାଦବଙ୍କୁ ଚଂଚକତା କରି ଭାରତ ରୁ ଅପହରଣ କରିନେଇ ତାଙ୍କୁ ଭାରତୀୟ ସିକ୍ରେଟ ଏଜେଣ୍ଟ “ର” ର ଗୁପ୍ତଚର ବୋଲି ଆଖ୍ୟା ଦେଇ ବିନା କୌଣସି ପ୍ରମାଣରେ ପାକିସ୍ତାନ ର ବେସାମରିକ ଅଦାଲତରେ ଗୁପ୍ତ ଭାବରେ ତାଙ୍କ ବିରୁଦ୍ଧରେ ମକଦମା ଚଳାଇ ହଠାତ ଗତ ସୋମବାର ଦିନ ଫାସୀ ଦଣ୍ଡାଦେଶ ଘୋଷଣା କରି ପାକିସ୍ତାନ ସରକାର ତାଙ୍କ ଘୃଣ୍ୟ ମନୋଭାବ ର ପରିଚୟ ଦେଇଛନ୍ତି.

ଏହି ଆଦେଶ ଆସିଲା ପରେ ଏହାର ଆଞ୍ଚ କେବଳ ଭାରତ ସରକାର ନୁହେ ବରଂ ଓଡିଶାର ରାଉରକେଲା ରେ ଭି ଉଠିଛି. କାରଣ ହେଉଛି ସ୍ପଷ୍ଟ, “ପାକିସ୍ତାନ ମୁର୍ଦାବାଦ” ର ନାରା ଓ ନୱାଜ଼ ଶରିଫଙ୍କ କୁଶପୁତ୍ତଳିକା ଜଳା ହୋଇଛି ପାନପୋଷସ୍ଥିତ ଗାନ୍ଧୀ ଛକ ଠାରେ.

ରାଉରକେଲା ର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ଲିଡ଼ ରାଉରକେଲା ଓ ଅଞ୍ଜୁମନ ଇସ୍ଲାମିଆ ପକ୍ଷରୁ ଶ୍ରୀଯୁକ୍ତ ଗଗନ ପଣ୍ଡାଙ୍କ ନେତୃତ୍ୱ ରେ ଏହି ପ୍ରଦର୍ଶନ କରାଯାଇଥିଲା. ଏହା ଛଡା କାଶ୍ମୀର ରେ ଦିନକୁ ଦିନ ବଢି ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନବାକୁ ଦାବି ହୋଇଛି


Like it? Share with your friends!

Comments

comments

error: Content is protected !!
Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format