Odisha Koshali Poet Padmashree Haldhar To Fly Dubai On The Occasion Of PushPuni

1 min


ଓଡିଶା ର ଲୋକ କବି ରତ୍ନ ହଳଧର ନାଗ. ଏଥର ଓଡିଶା ନୁହେ ବରଂ ଦୁବାଇ ରେ ପାଳିବେ ପଶ୍ଚିମ ଓଡିଶା ର ଅନ୍ୟତମ ପର୍ବ ପୁଷପୁନି. ଆସନ୍ତା ୧୩ ତାରିଖ ରେ ଦୁବାଇ ରେ ହଳଧର ଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଥିବା ବେଳେ ସେଠାରେ ରହୁଥିବା ହଜାର ହଜାର ଓଡ଼ିଆ ମାନେ ନିଜ ପରିବାର ସହ ସେଠାରେ ଯୋଗ ଦେବେ ହଳଧର ଙ୍କ କୋଶଲି କବିତା ଶୁଣିବା ପାଇଁ.

ହଳଧର ଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହୋଇଥିବା ବେଳେ ପଶ୍ଚିମ ଓଡିଶା ର ଲୋକେ ତାଙ୍କୁ ନିକଟରେ ପାଇଁ ଆନନ୍ଦିତ ହେବେ ବୋଲି ସ୍ଥାନିଅ ଖବର କାଗଜ ପ୍ରକାଶ କରିଛି.

ଓଡିଶା ଏବଂ ଛତିଶଗଡ଼ ରେ ହଳଧର ଙ୍କର ଲକ୍ଷାଧିକ ପ୍ରଶଂସକ ରହିଥିବା ବେଳେ, କୋଶଲି କବିତା ରେ ତାଙ୍କର ପାରଙ୍ଗମତା ତାଙ୍କୁ ସାରା ଦେଶ ରେ ଆଣି ଦେଇଥିଲା ସୁନାମ. ୨୦୧୬ ମସିହା ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରା ଯାଇଥିଲା


Like it? Share with your friends!

Comments

comments

error: Content is protected !!